ବିଗିଡ଼ି ଗଲାଣି ବମିଖାଲ ଫ୍ଲାଏଓଭର୍‌ : ଭୁଲ୍‌ ରାସ୍ତାରେ ଯାତାୟାତ ଯୋଗୁଁ ବଢ଼ୁଛି ଦୁର୍ଘଟଣା

ଭୁବନେଶ୍ବର: ୪୪ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏଓଭର୍‌ ବ୍ରିଜ୍‌କୁ ତିନି ବର୍ଷ ପୂରିଛି। ରାଜଧାନୀବାସୀଙ୍କୁ ଯାତାୟାତରେ ଭଲ ସେବା ଦେବା ପାଇଁ ନିର୍ମାଣ ହୋଇଥିବା ଏହି ବ୍ରିଜ୍‌ ଏବେ କିନ୍ତୁ ଚିନ୍ତାର କାରଣ ହୋଇଛି। ଏହି ବ୍ରିଜ୍‌ ଏବେ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ପରିଗଣିତ ହେଉଛି। ବ୍ରିଜ୍‌ ଉପରେ ଅଧାରୁ ଅଧିକ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଡିଭାଇଡର୍‌ ଭାଙ୍ଗିଗଲାଣି, ବହୁ ସ୍ଥାନରୁ କଂକ୍ରିଟ୍‌ ଉଠିଗଲାଣି। ଡିଭାଇଡର୍‌ ଭାଙ୍ଗି … Continue reading ବିଗିଡ଼ି ଗଲାଣି ବମିଖାଲ ଫ୍ଲାଏଓଭର୍‌ : ଭୁଲ୍‌ ରାସ୍ତାରେ ଯାତାୟାତ ଯୋଗୁଁ ବଢ଼ୁଛି ଦୁର୍ଘଟଣା